ତୃତୀୟ ଛେଦି ରାଜା ଖାରବେଳ ରାଜା ହେଲେ ଏବଂ ବ୍ୟାପକ ସୈନ୍ୟ ଅଭିଯାନର ସଂଚାଳନ କଲେ. ତାଙ୍କ ଶକ୍ତିର ମହାନତା ଭାରତର ପୂର୍ବ ତଟରୁ ପଶ୍ଚିମ ତଟ ପର୍ଯ୍ୟନ୍ତ ଏବଂ ମଥୁରାରୁ ଦକ୍ଷିଣର ପାଣ୍ଡ୍ୟ ସାମ୍ରାଜ୍ୟ ପର୍ଯ୍ୟନ୍ତ ଅନୁଭବ କରାଯାଉଥିଲା | ଜୈନ ଧର୍ମର ଉତଥାନ ହୋଇଥିଲା |
Image

୧୯୨୦x ୧୦୮୦ ରିଜଲୁସନରେ ସାଇଟ୍ ଟି ସଠିକ ଦେଖାଯିବ । ସମସ୍ତ ଆଧୁନିକ ବ୍ରାଉଜର୍ Chrome v84, Safari 4, Mozilla Firefox v90 ରେ ଦେଖିହେବ ।
ଓଡିଶା ସରକାର © ୨୦୨୪ । ସମସ୍ତ ଅଧିକାର ସଂରକ୍ଷିତ ।
ଡିସକ୍ଲେମର : ଏହା ହେଉଛି ଓଡ଼ିଶା ସରକାରଙ୍କ ସରକାରୀ ଓ୍ୱେବ୍ ପୋର୍ଟାଲ ବିଷୟକ । ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଭାଗ ହେଉଛି ମୁଖ୍ୟ ସଂଯୋଜକ, ପ୍ରତ୍ୟେକ ବିଭାଗ ସେମାନଙ୍କ ପ୍ରଦତ୍ତ ବିବରଣୀ ପାଇଁ ଦାୟୀ ରହିବେ ।